Odisha Job News Channel
24.5K subscribers
1.89K photos
3 videos
166 files
3.49K links
Odishapost news is a purely odia channel.
It's include with JOB VACANCIES AND NEWS.
JAY JAGANNATH

Get Odisha Free Job Alert Notification Please Visit our website- https://odishagovjob.com/

Please Subscribe
Download Telegram
ଜୀବନରେ ଯଦି କାହାକୁ ସାହାଯ୍ୟ କରିବା ପାଇଁ ଅନ୍ୟ କାହାର ସାହାରା ବନିବା କିଛି ଖରାପ୍ କଥା ନୁହେଁ, ହେଲେ ମନରେ ସ୍ବାର୍ଥ ରଖି କାହାକୁ ସାହାଯ୍ୟ କରିବାରେ କିଛି ହିଁ ମୂଲ୍ୟ ନଥାଏ... 🙏ଜୟ ଜଗନ୍ନାଥ🙏
❤6👏3
ଜୀବନରେ କାହାକୁ ଅତ୍ୟଧିକ ଗୁରୁତ୍ବ ଦେଲେ ତା ପାଖରେ ନିଜକୁ ମୂଲ୍ୟହୀନ ହେବାକୁ ପଡ଼େ,ଏହା ହିଁ ନିରାଟ ସତ୍ୟ... 🙏ଜୟ ଜଗନ୍ନାଥ 🙏
🙏5👏1
ସୁଖ ବେଳେ ଦିନେ ଖୋଜି ତ ନଥିଲି
ଦୁଃଖ ରେ ଶରଣ ଗଲି,
ମାର ଅବା ରଖ ଆହେ କଳା ମୁଖ
ତୋତେ ମୁଁ ଭରସା କଲି....🙏ଜୟ ଜଗନ୍ନାଥ 🙏
🙏13❤6👏1
ସମୟ ମାଗଣାରେ ମିଳିଥାଏ କିନ୍ତୁ ଏହା ଅମୂଲ୍ୟ , ସମୟକୁ କେହି ଅଟକାଇ ରଖିପାରିବା ନାହିଁ କିନ୍ତୁ ଖର୍ଚ୍ଚ କରିପାରିବା,ହେଲେ ଥରେ ଯଦି ଏହି ସମୟକୁ ହାତଛଡା କରି ଦେଲେ ତ ଆଉ ମିଳିବ ନାହିଁ... 🙏ଜୟ ଜଗନ୍ନାଥ🙏
❤17👏3