Odisha Job News Channel
24.5K subscribers
1.89K photos
3 videos
166 files
3.49K links
Odishapost news is a purely odia channel.
It's include with JOB VACANCIES AND NEWS.
JAY JAGANNATH

Get Odisha Free Job Alert Notification Please Visit our website- https://odishagovjob.com/

Please Subscribe
Download Telegram
ତାହା ହେଉଛି ପ୍ରକୃତ ଦାନ ଯାହାର ପ୍ରଚାର ନ କରି ନିର୍ଲୋଭ ଭାବରେ ଦିଆଯାଏ; ପ୍ରଚାର କରିଲେ ସେ ଦାନକୁ ଆଉ ଦାନ ବୋଲି କୁହାଯାଇ ନଥାଏ, ଅହଙ୍କାରର ଅର୍ଘ୍ୟ ପାଲଟିଯାଏ... 🙏ଜୟ ଜଗନ୍ନାଥ🙏
❤8👍2👏1
ଜୀବନ ପଥରେ ଆମର ପ୍ରତ୍ୟେକ ପଦକ୍ଷେପ ବିବେକପୂର୍ଣ୍ଣ ହୋଇଥିବା ଉଚିତ। ଅନ୍ୟମାନଙ୍କ ଦୃଷ୍ଟିରେ ସମ୍ମାନିତ ହେବା ସହିତ, ଆମ ଜୀବନ ନିଜ ଦୃଷ୍ଟିରେ ମଧ୍ୟ ସମ୍ମାନିତ ହେଉ- ଏହା ଅତ୍ୟନ୍ତ ଆବଶ୍ୟକ... 🙏ଜୟ ଜଗନ୍ନାଥ🙏
❤9🙏5👏1
ଯେମିତି ଏକ ଛୋଟ ପୋକ ବଡ ବଡ ଫଳ ଭିତରେ ପଶି ଫଳକୁ ନଷ୍ଟ କରିଦିଏ, ସେମିତି ସନ୍ଦେହ ସମ୍ପର୍କ ଭିତରେ ପଶି ବଡ ବଡ ସମ୍ପର୍କକୁ ବି ନଷ୍ଟ କରିଦିଏ... 🙏ଜୟ ଜଗନ୍ନାଥ🙏
❤13👏1
କୌଣସି ବ୍ୟକ୍ତି ଆମର ମିତ୍ର କିମ୍ବା ଶତ୍ରୁ ହୋଇ ସଂସାରକୁ ଆସି ନ ଥାଏ ଆମର ବ୍ୟବହାର ଓ କଥାର୍ବାତ୍ତା ହିଁ ଲୋକଙ୍କୁ ମିତ୍ର କିମ୍ବା ଶତ୍ରୁ ବନେଇ ଦିଏ... 🙏ଜୟ ଜଗନ୍ନାଥ🙏
❤11👏3🙏1
ପାଦରେ ଆଘାତ ଲାଗିଲେ ମଣିଷ ସଠିକ୍ ଭାବରେ ଚାଲିବା ଶିଖି ଥାଏ,କିନ୍ତୁ କେବେ ହୃଦୟରେ ଆଘାତ ଲାଗିଲେ ଦୁନିଆଁରେ ମଣିଷ ଚିହ୍ନିବା ସହ ବଞ୍ଚିବା ବି ଶିଖି ଯାଏ... 🙏ଜୟ ଜଗନ୍ନାଥ🙏
❤9👏1
ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ, ତାର ଭଲ ଓ ଖରାପ ପରିଣାମ ବିଷୟରେ ଚିନ୍ତା କରିବା ଉଚିତ- ଏହି ହିଁ ବିବେକଶୀଳତାର ଲକ୍ଷଣ... 🙏ଜୟ ଜଗନ୍ନାଥ🙏
❤11👏1
❤4😢2
ଦୀପଟିଏ ମୋତେ କରିଦିଅ ପ୍ରଭୁ
ଶ୍ରୀ ମନ୍ଦିରେ ଜଳୁଥିବି,
ତୋହରି ସେବାରେ ତୋ ସିଂହ ଦୁଆରେ
ଜଳି ଜଳି ସରିଯିବି...🙏ଜୟ ଜଗନ୍ନାଥ 🙏
❤17👏2
Osssc peo vacancy