ନଇଁବା ବା ନମ୍ର ହେବାର ଅର୍ଥ ସମ୍ମାନ ହରାଇବା ନୁହେଁ। ଯେପରି କୌଣସି ମୂଲ୍ୟବାନ ବସ୍ତୁକୁ ତଳୁ ଉଠାଇବା ପାଇଁ ଆମକୁ ନଇଁବାକୁ ପଡ଼େ, ସେହିପରି ସମ୍ପର୍କ ଓ ସଫଳତା ପାଇଁ ନମ୍ରତା ଆବଶ୍ୟକ... 🙏ଜୟ ଜଗନ୍ନାଥ🙏
❤6👏2
ଅନ୍ୟକୁ କ୍ଷମା କରିବା ଏବଂ ନିଜେ କ୍ଷମା ମାଗିନେବା ଏକ ବିରଳ ତଥା ଚମତ୍କାର ଶକ୍ତି। ଏହି ଗୁଣ ମଣିଷକୁ ମାନସିକ ଶାନ୍ତି ପ୍ରଦାନ କରିବା ସହ ତା'ର ବ୍ୟକ୍ତିତ୍ୱକୁ ମହାନ କରିଥାଏ... 🙏ଜୟ ଜଗନ୍ନାଥ🙏
❤8👏2
ପବିତ୍ର ଗଙ୍ଗାରେ ପାପ ଧୋଇ ହୁଏନି...ଶରୀର ଧୁଏ । ପାପ ଶରୀର ନୁହେଁ... ମନ କରିଥାଏ। ତେଣୁ ମନ ବଦଳାଅ,ପାପ ଆପେ ଆପେ ଧୋଇ ହୋଇଯିବ... 🙏ଜୟ ଜଗନ୍ନାଥ🙏
👏5❤1
ନିଜର ଲୁହକୁ ସବୁବେଳେ ନିଜେ ପୋଛିବାକୁ ଚେଷ୍ଟା କରନ୍ତୁ,କାହିଁକିନା ଦୁନିଆ ଆଜି ଏମିତି ପରିବର୍ତ୍ତନ ହେଇଯାଇଛି ଯେ ଅନ୍ୟମାନେ ଦୁଃଖ କମ ଆଉ ତୁମର ଦୁର୍ବଳତା ଜାଣିବାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି... 🙏ଜୟ ଜଗନ୍ନାଥ🙏
❤13👏2
ଯେତେବେଳେ ମଣିଷ କାହାକୁ ସମ୍ମାନ ଓ ଅପମାନ କରୁଥାଏ, ସେତେବେଳେ ସେ ଗୋଟିଏ ଜିନିଷ ଭୁଲି ଯାଇଥାଏ ସେ ଅନ୍ୟର ନୁହେଁ ନିଜର ସମ୍ମାନ ହିଁ ହରେଇ ଥାଏ... 🙏ଜୟ ଜଗନ୍ନାଥ🙏
👏4❤3
କାହାର ପ୍ରକୃତି କେହି ବଦଳାଇ ପାରିବେ ନାହିଁ।ଯେମିତି ପିଆଜକୁ ତୁମେ ଯେତେ ସ୍ନେହରେ କାଟିଲେ ବି ଯେ ତୁମ ଆଖିରେ ଲୁହ ଦେବ ହିଁ ଦେବ...ଠିକ୍ ସେମିତି ତୁମେ କିଛି ଲୋକଙ୍କୁ ଯେତେ ଭଲପାଇବା ଦେଲେ ମଧ୍ୟ ସେମାନେ ତୁମକୁ ସେତିକି କଷ୍ଟ ଦେବେ... 🙏ଜୟ ଜଗନ୍ନାଥ🙏
❤16👏4
କିଛି ଲୋକ ଭାବନ୍ତି କଲ୍ ନ କଲେ କି ପ୍ରତିଦିନ କଥା ନହେଲେ ସମ୍ପର୍କ ଭାଙ୍ଗିଯାଏ ବୋଲି, ହେଲେ ତାଙ୍କୁ କିଏ ବୁଝେଇବ ସମ୍ପର୍କ ଫୋନ୍ ରୁ ନୁହେଁ ହ୍ରୁଦୟରୁ ହୋଇଥାଏ...🙏ଜୟ ଜଗନ୍ନାଥ🙏
❤15👾2🔥1👏1