ସତ୍ୟ ଏମିତି ଏକ ଧନ ଯାହା ବିନିମୟରେ ସଂସାରରୁ ସବୁ ସୁଖକୁ ସାରା ଜୀବନ କିଣି ହେବ, ମାତ୍ର ମିଥ୍ୟା ଏପରି ଏକ ଋଣ ଯିଏ କ୍ଷଣିକ ସୁଖରେ ଭଣ୍ଡେଇ ଦେଇ ଜୀବନ ସାରା ଖାଲି ଦୁଃଖକୁ ହିଁ କିଣିବାକୁ ପ୍ରବର୍ତ୍ତାଇବ... 🙏ଜୟ ଜଗନ୍ନାଥ🙏
👏12
ବ୍ୟବହାରରେ ସୁନ୍ଦରତା ରଖିବା ନିହାତି ଆବଶ୍ୟକ, କାରଣ ସମସ୍ତେ ସୁନ୍ଦର ମୁହଁ ନୁହେଁ, ବ୍ୟବହାରକୁ ଦେଖନ୍ତି।ଜ୍ଞାନ ଅଧିକ କିମ୍ବା କମ ହେଉ, ସେଇଟା ମହତ୍ୱପୂର୍ଣ୍ଣ ନୁହେଁ, ସାଂସାରିକ ବିଷୟର ସଠିକ୍ ଜ୍ଞାନ ଅତି ଆବଶ୍ୟକ... 🙏ଜୟ ଜଗନ୍ନାଥ🙏
❤10👏4
ହାତର ରେଖାରେ ଯାହା ଲେଖାଅଛି ତାହା ତ ମିଳିବା ସ୍ଵାଭାବିକ,ହେଲେ ପରିଶ୍ରମର କଲମ ରେ ଯାହା ଲେଖାଯାଏ ତାହା ମଣିଷ ଜୀବନ କୁ ସାର୍ଥକ କରେ... 🙏ଜୟ ଜଗନ୍ନାଥ🙏
❤9👍4
ନିଜର ଅନ୍ତରକୁ ସଦାବେଳେ ନିର୍ମଳ ରଖନ୍ତୁ। କାରଣ ଜୀବନର ଶେଷ ମୋଡ଼ରେ ହିସାବ ଆପଣଙ୍କ 'ଅର୍ଥ'ର ନୁହେଁ, ବରଂ ଆପଣଙ୍କ 'କର୍ମ'ର ହେବ... 🙏ଜୟ ଜଗନ୍ନାଥ🙏
❤10👏2
କର୍ମର ଅଦାଲତରେ ଯୁକ୍ତି ଚାଲେ ନାହିଁ, ସେଠାରେ କେବଳ ହିସାବ ହୋଇଥାଏ । ଆଜି ଯେତେ ବିଷ ବାଣ୍ଟିବେ, କାଲି ସେତେ ନିଜେ ପିଇବାକୁ ପଡ଼ିବ.. ଏଠାରେ ପ୍ରତ୍ୟେକଙ୍କର ପାଳି ନିଶ୍ଚିତ ଆସେ... 🙏ଜୟ ଜଗନ୍ନାଥ🙏
🙏10👏3
ଏମିତି କିଛି କଥା କାହାକୁ ଦିଅ ନାହିଁ, ଯେଉଁଟା ତୁମେ ରଖିପାରିବ ନାହିଁ, କାହିଁକି ନା ତୁମର ଥଟ୍ଟା ମଜା ଆଉ କାହା ପାଇଁ ମହଙ୍ଗା ପଡ଼ିପାରେ... 🙏ଜୟ ଜଗନ୍ନାଥ🙏
👏5
ମୁହଁର ସୌନ୍ଦର୍ଯ୍ୟ କିଛି ସମୟ ପର୍ଯ୍ୟନ୍ତ, କିନ୍ତୁ ମନର ବ୍ୟବହାର ସାରା ଜୀବନ ଲୋକଙ୍କ ମନରେ ରହିଯାଏ । ସୁନ୍ଦର ମୁହଁ ନୁହେଁ, ଭଲ ବ୍ୟବହାର ହେଉଛି ମଣିଷର ଅସଲ ପରିଚୟ... 🙏ଜୟ ଜଗନ୍ନାଥ🙏
❤7👍2👏1