ପଇସା ରୋଜଗାର କରିବା ଖରାପ ନୁହେଁ, ପଇସା ପାଇଁ ମଣିଷକୁ ହରେଇବା ଖରାପ ।
ସମ୍ପତ୍ତି ଯେତେବେଳେ ଚରିତ୍ର ଠାରୁ ବଡ଼ ହୋଇଯାଏ, ସେତେବେଳେ ଧନୀ ବି ସବୁଠାରୁ ବଡ ଗରିବ ହୋଇଯାଏ... 🙏ଜୟ ଜଗନ୍ନାଥ🙏
ସମ୍ପତ୍ତି ଯେତେବେଳେ ଚରିତ୍ର ଠାରୁ ବଡ଼ ହୋଇଯାଏ, ସେତେବେଳେ ଧନୀ ବି ସବୁଠାରୁ ବଡ ଗରିବ ହୋଇଯାଏ... 🙏ଜୟ ଜଗନ୍ନାଥ🙏
❤9👏2
ସମସ୍ୟା ଆମ ଜୀବନରେ କଦାପି ବିନା କାରଣରେ ଆସେନାହିଁ, ସମସ୍ୟା ଆମକୁ ସଂକେତ ଦେଇଥାଏ ଯେ... ଆମକୁ ନିଜ ଜୀବନରେ କିଛି ପରିବର୍ତ୍ତନ କରିବାକୁ ହେବ...🙏ଜୟ ଜଗନ୍ନାଥ🙏
❤5👏2💯1
ଯେତେବେଳେ ବାହାନା ଖୋଜିବା ଅପେକ୍ଷା, ଉପାୟ ଖୋଜିବାରେ ଆପଣଙ୍କର ଅଧିକ ଆଗ୍ରହ ଥାଏ, ସେତେବେଳେ କିଛି ବି ଅସମ୍ଭବ ନୁହେଁ ..🙏ଜୟ ଜଗନ୍ନାଥ🙏
❤7👏2
ଛତା ହେଉ କି ମଣିଷର ଭାଗ୍ୟ, ଖୋଲା ରହିଲେ ହିଁ ସୁରକ୍ଷା ଓ ସଫଳତା ଦେଇଥାଏ । ବନ୍ଦ ହୋଇ ରହିଲେ, ଦୁହେଁ କେବଳ ବୋଝ ପରି ଲାଗନ୍ତି.... 🙏ଜୟ ଜଗନ୍ନାଥ🙏
👍6❤1👎1
ଆପଣ ଗରିବ ହେଲେ, କେହି କେହି ଆପଣଙ୍କୁ ଅଣଦେଖା କରିପାରନ୍ତି, ଆପଣ ପରିଶ୍ରମ କଲେ, କେହି କେହି ଆପଣଙ୍କୁ ଉପହାସ କରିପାରନ୍ତି। ଆପଣ ସଫଳ ହେଲେ, କେହି କେହି ଆପଣଙ୍କୁ ଈର୍ଷା କରିପାରନ୍ତି..ସେମାନଙ୍କୁ କହିବାକୁ ଦିଅନ୍ତୁ... 🙏ଜୟ ଜଗନ୍ନାଥ🙏
❤9👏3
ସମସ୍ତଙ୍କୁ ନିଜକୁ ପ୍ରମାଣ କରିବା ଆପଣଙ୍କ ଦାୟିତ୍ୱ ନୁହେଁ। ନିଜ ଉପରେ ବିଶ୍ୱାସ ରଖିବା, ସଚ୍ଚୋଟ ଭାବରେ ପରିଶ୍ରମ କରିବା ଏବଂ ନିରନ୍ତର ଆଗକୁ ବଢ଼ିବା ହିଁ ଆପଣଙ୍କ ଦାୟିତ୍ୱ, ଦିନେ ନା ଦିନେ, ଆପଣଙ୍କ ସଫଳତା ସେହି ସମସ୍ତ ପ୍ରଶ୍ନର ଉତ୍ତର ଦେବ, ଯାହାର ଉତ୍ତର ଆପଣଙ୍କ ଶବ୍ଦ କେବେ ଦେଇପାରିନଥାନ୍ତା... 🙏ଜୟ ଜଗନ୍ନାଥ🙏
❤8🔥1👏1
କାହାକୁ ଖରାପ କହିବା ଆଗରୁ ତାଙ୍କୁ ଭଲ କି ଜାଣନ୍ତୁ, ଏମିତିରେ କିଏ ଭଲ, କିଏ ଖରାପ, କିଏ ଜାଣିଛି, ସମସ୍ତଙ୍କୁ ନିଜର କରି ଟିକିଏ ଦେଖନ୍ତୁ । ହୁଏତ ତାଙ୍କ ଖରାପ ଗୁଣଟି ନିଜ ପାଖରେ ବି ଥାଇପାରେ....🙏ଜୟ ଜଗନ୍ନାଥ🙏
❤4👎1👏1