Educational Information
4.46K subscribers
144 photos
3 videos
234 files
705 links
Telegram Channel of Sambalpuri School. All Odisha Educational Information. Govt Job, Results, Admission Updates, Syllabus and more.
OSSSC
B.Ed
OAV
More....
Download Telegram
All doubt clear again
👍4
Educational Information pinned «https://youtu.be/4QVtKCAiLEg»
PractcalSkillTest-798.pdf
193 KB
PractcalSkillTest-798.pdf
🙏3
ଆଜିର ଆଲୋଚନା Osepa ଆଉ ଅତିରିକ୍ତ ସଚିବ SME ଙ୍କ ସହ:-

*ଆସନ୍ତା କାଲି 10 ପରେ RESPONSE LINK ଆସିଯିବ।
*ପ୍ରତି ପିଲାଙ୍କୁ ନମ୍ବର ରେ MSG ଯିବ RESPONSE KEY AVAILABLE ON OSEPA WEBSITE PLS CHECK। ଏଣୁ ବାରମ୍ବାର OSEPA ୱେବ୍ କୁ ଯିବା ଆବଶ୍ୟକ ନାହିଁ କି କାହାକୁ ବାରମ୍ବାର ପଚାରିବାର ନାହିଁ।
*ଯାହାର ନମ୍ୱର୍ ମେଲ ଉଭୟ ନାହିଁ ସେମାନେ ବ୍ୟସ୍ତ ହେବେ ନାହିଁ ସେମାନଙ୍କର ଫଳ ନିଶ୍ଚୟ ଆସିବ ଭଲ କରି MERIT ରେ ରହିଲେ।
*ଯିଏ ନମୁନା ଉତ୍ତର ଠିକ୍ ନୁହଁ ନିଜ ଉତ୍ତର ଠିକ୍ ସେମାନେ ସେଇ ପାର୍ଶ୍ଵରେ ଯୁକ୍ତିଯୁକ୍ତ କାରଣ ଦର୍ସେଇବେ।
*ଯାହାର ଯୋଉ ପ୍ରଶ୍ନ ଦେଖାଉନଥିଲା ସେ ସେଇ side ରେ ପ୍ରଶ୍ନ ଦେଖିନଥିଲେ ଲେଖିବେ।କି ଶେଷ ସମୟରେ ଆସିଲା ଲେଖିବେ।ପରେ ଚେକ୍ ହବ।
*ଆଉ ଅଧିକ ପିଲା ନେଇ ଫଲ୍ସ candidate ଙ୍କୁ ବାହାର ତଥା ସମସ୍ତଙ୍କୁ ସୁଯୋଗ ଦିଆଯିବ 20k ସମ୍ପୂର୍ଣ୍ଣ ପୂରଣ ଦିଗରେ...
*ସମସ୍ତ ବିରୋଧ ସତ୍ତ୍ୱେ ପୁଣି ଉପସ୍ଥାପିତ କରୁଚୁ ରାଜ୍ୟର ଶ୍ରେଷ୍ଠ 20k ବାଛିବା ପରେ ସେମାନଙ୍କ ଜିଲ୍ଲା ପ୍ରାଧାନ୍ୟତା କୁ ବିଚାର କରି ନିଯୁକ୍ତି ଦିଆଯିବ।
👍12❤1
🙏3👍2