https://kanaknews.com/odisha-media-award/
ଆଜି ଓଡିଶା ମିଡିଆ ଆୱାର୍ଡ ସମାରୋହ । ଲୋକଙ୍କ ସମସ୍ୟାକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆଣିବା ସହ ତାର ସମାଧାନ ପାଇଁ ପ୍ରୟାସ କରିଥିବା ସାମ୍ବାଦିକଙ୍କୁ କରାଯିବ ସମ୍ମାନିତ