https://kanaknews.com/breakingnews/%e0%ac%89%e0%ac%a4%e0%ad%8d%e0%ac%a4%e0%ac%b0%e0%ac%aa%e0%ad%8d%e0%ac%b0%e0%ac%a6%e0%ad%87%e0%ac%b6%e0%ac%b0-%e0%ac%ae%e0%ac%89%e0%ac%b0%e0%ad%87-%e0%ac%b8%e0%ac%bf%e0%ac%b2%e0%ac%bf%e0%ac%a3%e0%ad%8d/
ଉତ୍ତରପ୍ରଦେଶର ମଉରେ ସିଲିଣ୍ଡର ଫାଟି ବିସ୍ଫୋରଣରେ ଉଡିଲା ଛାତ, ୧୦ ମୃତ । ଏବେ ବି ଧ୍ୱଂସସ୍ତୁପ ତଳେ ଅନେକ ଦବିରହିଥିବା ଆଶଙ୍କା, ଉଦ୍ଧାର କାମ ଜାରି ।