https://kanaknews.com/in-silver-city-ganesh-puja-and-dussera-will-celebrate-within-covid-guidelines/
କଟକଣା ଭିତରେ କଟକରେ ହେବ ଗଣେଷ ପୂଜା ଓ ଦଶହରା । ସର୍ବସାଧାରଣ ସ୍ଥାନରେ ହେବ ନାହିଁ ମୁର୍ତ୍ତୀପୂଜା, ଶୋଭାଯାତ୍ରା ଉପରେ କଟକଣା । ସର୍ବାଧିକ ୪ଜଣଙ୍କ ଦ୍ୱାରା ହେବ ଦୁର୍ଗାପୂଜାର ମାଟି ଉଠାଣ ନୀତି, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କଟକ ଡିସିପି ।