https://kanaknews.com/iic-arrested-by-vigilance/
ପେଟ ପୋଷିବାକୁ ଲୋକ ଯାଉଛନ୍ତି ଦାଦନ, ହେଲେ ମାଲାମାଲ ହେଉଛି ପୋଲିସ । ଭିଜିଲାନ୍ସ ଜାଲରେ ଆଇଆଇସି ଧରାପଡିବା ପରେ ଆସିଲା ସାଂଘାତିକ ତଥ୍ୟ ।