https://kanaknews.com/jay-odisha-is-celebrating-rajo-in-an-innovative-way/
ବସ୍ତି ପିଲାଙ୍କ ଭିତରେ ରଜ ପାଳନ । ନୃତ୍ୟ,ଗୀତ ସହ ଆୟୋଜିତ ହେଉଛି ରୋମାଞ୍ଚକର ପ୍ରତିଯୋଗିତା । ଅଭିନବ ଉପାୟରେ ରଜ ପାଳନ କରୁଛି ଜୟ ଓଡ଼ିଶା।