https://kanaknews.com/home-minister-shahs-review-meeting-on-prepartions-for-cyclone-yaas/
ଶାହାଙ୍କ ବାତ୍ୟା ସମୀକ୍ଷା । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା, କୋଭିଡ ହସ୍ପିଟାଲରେ ଯେପରି ସମସ୍ୟା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ।