https://kanaknews.com/aleart-kalabayeesakhi/
ଅପରାହ୍ମରୁ ସନ୍ଧ୍ୟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହୋଇପାରେ କାଳବୈଶାଖୀ ବର୍ଷା ! ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ହେବା ନେଇ ସତର୍କ କଲା ପାଣିପାଗ ବିଭାଗ