https://kanaknews.com/bhubaneswar-is-indias-sports-capital-narinder-batra/
ହକି ଖେଳକୁ ଓଡ଼ିଶା ଦେଇଛି ନୂଆ ପରିଚୟ । ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଆୟୋଜନ ଚକିତ କରିଛି, ଦେଶର ସ୍ପୋର୍ଟ୍ସ କ୍ୟାପିଟାଲ ପାଲଟିଛି ।