https://kanaknews.com/coronavirus-india-report-covid-19-cases-of-5-june-2020/
ଦେଶରେ ରେକର୍ଡ ଭାଙ୍ଗୁଛି କରୋନା । ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ପାର୍ । ଦିନକରେ ସର୍ବାଧିକ ୯ହଜାର ୮୫୧ ନୂଆ ଆକ୍ରାନ୍ତ ଚିହ୍ନଟ, ୨୭୩ ମୃତ