https://kanaknews.com/first-batch-of-rafale-jets-to-come-to-india-in-julay-end/
ଖୁବ ଶୀଘ୍ର ଭାରତକୁ ମିଳିବ ରାଫେଲ ବିମାନ । ଜୁଲାଇ ଶେଷ ସୁଦ୍ଧା ୪ରୁ ୬ଟି ରାଫେଲ ଯୋଗାଇବ ଫ୍ରାନ୍ସ, ୨୦୧୬ରେ ୩୬ଟି ରାଫେଲ ପାଇଁ ୬୦ ହଜାର କୋଟି ଟଙ୍କାର ହୋଇଛି ଚୁକ୍ତି ।