https://kanaknews.com/former-biramitrapur-iic-sent-to-jail-after-remand-period-over/
ରିମାଣ୍ଡ ସରିଲା, ଜେଲ ଗଲେ ବହିଷ୍କୃତ ବୀରମିତ୍ରପୁର ଥାନା ଅଧିକାରୀ । ନାବାଳିକାଙ୍କ ସହ ଦୁଷ୍କର୍ମ ମାମଲାରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।