https://kanaknews.com/gang-rape-with-minor-gilrl-in-hathras-up/
ଜଘନ୍ୟ ଗଣଦୁଷ୍କର୍ମ ପରେ ଜିଭ କାଟିଦେଲେ, ରକ୍ତମାଂସ ଝୁଣିଖାଇ ମେରୁଦଣ୍ଡ ଭାଙ୍ଗିଦେଲେ । ମୃତ୍ୟୁ ସହ ୧୫ ଦିନ ଲଢେଇ ଆଖି ବୁଜିଲା ଆଉ ଏକ ନିର୍ଭୟା । ଉତ୍ତରପ୍ରଦେଶ ହାତରସରୁ ଆସିଲା ହୃଦୟଥରା ଘଟଣା… ମୃତ୍ୟୁ ପରେ ମଣିଷସମାଜ ଉପରେ ଉଠିଲା ପ୍ରଶ୍ନ, ଆଉ କେତେ ନିର୍ଭୟା ମରିବେ ? କଣ ପାଇଁ ପାଳୁଛେ କନ୍ୟା ଦିବସ ?