https://kanaknews.com/good-news-odia-actor-sabyasachi-to-get-mahatma-gandhi-seva-samman/
ମହାନକାର୍ଯ୍ୟ ପାଇଁ ‘ମହାତ୍ମା’ ସମ୍ମାନ ପାଇବେ ସବ୍ୟସାଚୀ । ଭାରତୀୟ ସ୍କାଉଟ ଓ ଗାଇଡ୍ ଫେଲୋସିପ୍ ତରଫରୁ ପାଇବେ ସେବା ସମ୍ମାନ । ପ୍ରବାସୀଠୁ ଅସହାୟ ସଭିଙ୍କୁ ସାହାଯ୍ୟ କରି ହୃଦୟ ଜିଣିଛନ୍ତି ରିୟଲ ହିରୋ ।