https://kanaknews.com/hydroxychloroquine-or-chloroquine-with-or-without/
କ୍ଲୋରୋକ୍ୱିନ ଖାଇବା ନେଇ ଆସିଲା ନୂଆ ଗାଇଡଲାଇନ: କରୋନା ମହାମାରୀକୁ ରୋକିବା ପାଇଁ କେଉଁମାନେ ଏହି ପ୍ରତିଷେଧକ ଔଷଧ ସେବନ କରିପାରିବେ ଏନେଇ ସ୍ପଷ୍ଟ କଲେ ସରକାର