https://kanaknews.com/lokayukta-proposal-to-govt-for-take-over-vigilance/
ରାଜ୍ୟ ସରକାରଙ୍କୁ ଭିଜିଲାନ୍ସ ବିଭାଗ ମାଗିଲେ ଲୋକାୟୁକ୍ତ । ବଡ ବଡ ଦୁର୍ନୀତିର ତଦନ୍ତ ଦାୟିତ୍ୱ ଭିଜିଲାନ୍ସ କରୁଥିବାରୁ ନିଜ ଅଧୀନରେ ରଖିବାକୁ ଦେଲେ ପ୍ରସ୍ତାବ । ସମର୍ଥନ ଜଣାଇଲେ ରାଜନୈତିକ ନେତା, ପୂର୍ବତନ ପ୍ରଶାସକଙ୍କ ଭିନ୍ନ ମତ…