https://kanaknews.com/newly-detected-cured-covid19-cases-in-the-last-24-hrs-under-the-bmc-area-on-21st-aug-2020/
ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୩୨୪ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୧୭୩ ଏବଂ ଲୋକାଲରୁ ୧୫୧ ଜଣ ପଜିଟିଭ୍ । ସେପଟେ ୧୦୮ ଆକ୍ରାନ୍ତ କରୋନାରୁ ହୋଇଛନ୍ତି ସୁସ୍ଥ …