https://kanaknews.com/pm-kisan-scheme-kisan-credit-card-modi-government-will-give-agri-loan-to-2-cr-50-lakh-farmers-interest-rate-only-4-percent/
ଆଉ ଆତ୍ମହତ୍ୟା କରିବେନି ଚାଷୀ ! ମୋଦି ସରକାର ଦେବେ ଋଣ , ସଙ୍କଟ କାଳରେ କୃଷକଙ୍କୁ ଶସ୍ତାରେ ଋଣ ଦେବେ କେନ୍ଦ୍ର ସରକାର । ମହାଜନୀ ନିର୍ଯାତନାକୁ ଭୟ ରହିବନି କି ବିଷ ପିଇବେନି , ମାତ୍ର ୪ ପ୍ରତିଶତ ସୁଧରେ ସୁନାର ଫସଳ ଫଳାଇ ପାରିବେ ଚାଷୀ ।