https://kanaknews.com/pm-modi-announces-%e2%82%b920-lakh-crore-financial-package/
ଲକଡାଉନ ଭିତରେ ଭଲ ଖବର । ଦେଶର ବିକାଶ ପାଇଁ ୨୦ ଲକ୍ଷ କୋଟିର ମେଗା ପ୍ୟାକେଜ ଘୋଷଣା କଲେ ମୋଦି । ‘ଆତ୍ମନିର୍ଭର ଭାରତ ଅଭିଯାନ’ରେ ବଡ ପ୍ୟାକେଜ । ଜାଣନ୍ତୁ କେଉଁ ଶ୍ରେଣୀର ବ୍ୟକ୍ତି ପାଇବେ ଫାଇଦା ?