https://kanaknews.com/police-the-real-hero-due-to-cyclone-fani/
ବାତ୍ୟା ବେଳେ ଦେବଦୂତ ସାଜିଲେ ପୋଲିସ ଅଧିକାରୀ । ବୁଝାଇ ସୁଝାଇ ଲୋକଙ୍କୁ ବୋହିନେଲେ ବାତ୍ୟା ଆଶ୍ରୟସ୍ଥଳ,ବଂଚିଗଲା ଜୀବନ