https://kanaknews.com/registration-of-bs4-vehicles-in-india-bs4-car-registration-bs6-norms-in-india-bs4-vehicles-ban/
କାଳ ହେଲା କରୋନା । ଡିଲରଙ୍କ ପାଖରେ ମହଜୁଦ ଅଛି ଅନେକ ବିଏସ-୪ ଗାଡି, ବିକ୍ରି କରିବାର ଡେଡଲାଇନ ମାର୍ଚ୍ଚ ୩୧ ! ତେବେ ଗାଡି ଗୁଡିକ କଣ ନଷ୍ଟ ହେବ ?