https://kanaknews.com/slot-booking-for-driving-licence/
ଆଜି ଠାରୁ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ । ୧୮ ତାରିଖରୁ ହେବ ଟେଷ୍ଟ, ଲର୍ଣ୍ଣିଂ ପାଇଁ ୨୨ରୁ ହେବ ସ୍ଲଟ ବୁକିଂ ଓ ୨୯ରୁ ହେବ ପରୀକ୍ଷା ।