https://kanaknews.com/supreme-court-to-decide-when-and-how-of-maha-floor-test/
ଆଉ କିଛି ସମୟ ପରେ ମହାରାଷ୍ଟ୍ର ମହାନାଟକର ‘ସୁପ୍ରିମ’ ଶୁଣାଣି । ରାୟ ଶୁଣାଇବେ ୩ ଜଣିଆ ଖଣ୍ଡପୀଠ । ଫଡନାଭିସଙ୍କ ନୀତିଗତ ନିଷ୍ପତି ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ଗଲେ ୩ ଦଳ