https://kanaknews.com/vulgar-dance-in-odisha-jatra/
କେଉଁ ସ୍ତରରେ ପହଞ୍ଚିଲାଣି ଓଡ଼ିଶାର ଯାତ୍ରା ପରମ୍ପରା? ରାନୀଙ୍କ ପରେ ହାଇଟେକ ସୋନାଲୀ । ଯାତ୍ରା ମଞ୍ଚରେ ଖୁଲମଖୁଲା ଅଙ୍ଗପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ କରୁଥିବା ଅଭିଯୋଗ ।