https://kanaknews.com/weather-news-in-odisha-today/
ଖସିବ ପାରଦ ବଢିବ ଥଣ୍ଡା । ୨ରୁ୩ ଡିଗ୍ରିକୁ ଖସିପାରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା । ୨୮ ବେଳକୁ ହୋଇପାରେ ଘଡଘଡି ସହ ହାଲୁକା ବର୍ଷା