https://khabar.odishatv.in/breaking-news/%e0%ac%85%e0%ac%a8%e0%ad%81%e0%ac%97%e0%ad%81%e0%ac%b3-%e0%ac%95%e0%ac%87%e0%ac%81%e0%ac%ab%e0%ad%81%e0%ac%b2%e0%ac%bf%e0%ac%86-%e0%ac%b0%e0%ad%87%e0%ac%b3-%e0%ac%b2%e0%ac%be%e0%ac%87%e0%ac%a8/46010/
ଅନୁଗୁଳ: କଇଁଫୁଲିଆ ରେଳ ଲାଇନ୍‌ କଡ଼ରୁ ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତଦେହ ଉଦ୍ଧାର, ବଇଣ୍ଡା ଯିବେ କହି ଘରୁ ବାହାରିଥିଲେ, ଟ୍ରେନରୁ ଖସି ମୃତ୍ୟୁ ଘଟିଥିବା ସନ୍ଦେହ