https://khabar.odishatv.in/breaking-news/%e0%ac%89%e0%ac%a6%e0%ac%b3%e0%ac%be-%e0%ac%b0%e0%ac%be%e0%ac%b8%e0%ad%8d%e0%ac%a4%e0%ac%be%e0%ac%b0%e0%ad%87-%e0%ac%af%e0%ac%be%e0%ac%89%e0%ac%a5%e0%ac%bf%e0%ac%ac%e0%ac%be-%e0%ac%9c%e0%ac%a3/107987/
ଉଦଳା : ରାସ୍ତାରେ ଯାଉଥିବା ଜଣେ ଯୁବତୀଙ୍କ ବେକରୁ ସୁନା ଚେନ୍ ଲୁଟ କରିବା ପଡିଲା ମହଙ୍ଗା। ଲୁଟେରାକୁ ଧରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ।