https://khabar.odishatv.in/breaking-news/%e0%ac%95%e0%ac%9f%e0%ac%95-%e0%ac%ad%e0%ad%81%e0%ac%ac%e0%ac%a8%e0%ad%87%e0%ac%b6%e0%ad%8d%e0%ad%b1%e0%ac%b0-%e0%ac%aa%e0%ac%be%e0%ac%87%e0%ac%81-%e0%ac%86%e0%ac%9e%e0%ad%8d%e0%ac%9a%e0%ac%b3/219754/
କଟକ-ଭୁବନେଶ୍ୱର ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା; ଆଜି ଦିନ ୧୧ଟା ୩୦ ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ସୂଚନା; ରାସ୍ତାଘାଟ ଭଲ ଭାବେ ଦିଶିବନି, ପାଣି ଜମିପାରେ, ଟ୍ରାଫିକ ଜାମ୍ ହୋଇପାରେ; ଚାଲିବା ବେଳେ ମ୍ୟାନ୍‌ ହୋଲ୍ ଉପରେ ନଜର ରଖନ୍ତୁ; ଯଥା ସମ୍ଭବ ଘରୁ ନ ବାହାରିବା ପାଇଁ ପାଣିପାଗ କେନ୍ଦ୍ରର ପରାମର୍ଶ