https://khabar.odishatv.in/breaking-news/%e0%ac%95%e0%ac%be%e0%ac%b2%e0%ac%bf-%e0%ac%93%e0%ac%a1%e0%ac%bc%e0%ac%bf%e0%ac%b6%e0%ac%be-%e0%ac%86%e0%ac%b8%e0%ad%81%e0%ac%9b%e0%ac%a8%e0%ad%8d%e0%ac%a4%e0%ac%bf-%e0%ac%95%e0%ac%82%e0%ac%97/57057/
କାଲି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସକାଳ ୧୦ଟା ୩୦ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ, ସ୍ଥାନୀୟ ଏକ ହୋଟେଲରେ ବୁଦ୍ଧିଜୀବୀମାନଙ୍କୁ ଭେଟିବେ, ୨ଟା ୩୦ରେ ତମାଣ୍ଡୋ ମିନି ଷ୍ଟାଡିୟମରେ ସଭାରେ ଯୋଗଦେବେ