https://khabar.odishatv.in/breaking-news/%e0%ac%a6%e0%ad%87%e0%ac%b6%e0%ac%b0%e0%ad%87-%e0%ac%95%e0%ac%b0%e0%ad%8b%e0%ac%a8%e0%ac%be-%e0%ac%ae%e0%ad%83%e0%ac%a4%e0%ad%8d%e0%ad%9f%e0%ad%81%e0%ac%b8%e0%ac%82%e0%ac%96%e0%ad%8d%e0%ad%9f%e0%ac%be/168202/
ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୩୯କୁ ବୃଦ୍ଧି, ମୋଟ୍ ୭,୪୪୭ ଆକ୍ରାନ୍ତ, ୬୫୬୫ ଚିକିତ୍ସାଧୀନ, ଡିସ୍‌ଚାର୍ଜ ହୋଇଛନ୍ତି ୬୪୩ , ବିଭିନ୍ନ ରାଜ୍ୟରେ ମୃତ୍ୟୁ ସଂଖ୍ୟା- ମହାରାଷ୍ଟ୍ରରେ ୧୧୦, ମଧ୍ୟପ୍ରଦେଶରେ ୩୩, ଗୁଜରାଟରେ ୧୯, ଦିଲ୍ଲୀରେ ୧୩, ପଞ୍ଜାବରେ ୧୧, ତାମିଲନାଡୁରେ ୮, ତେଲେଙ୍ଗାନାରେ ୭ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା