Download
https://khabar.odishatv.in/breaking-news/%e0%ac%ac%e0%ad%8d%e0%ac%b0%e0%ac%b9%e0%ad%8d%e0%ac%ae%e0%ac%aa%e0%ad%81%e0%ac%b0-%e0%ac%ae%e0%ac%be-%e0%ac%a4%e0%ac%be%e0%ac%b0%e0%ac%be%e0%ac%a4%e0%ac%be%e0%ac%b0%e0%ac%bf%e0%ac%a3%e0%ad%80/255340/
ବ୍ରହ୍ମପୁର: ମା ତାରାତାରିଣୀ ପୀଠରେ ଚୈତ୍ର ମଙ୍ଗଳବାର ପର୍ବ ଆରମ୍ଭ । ପ୍ରଶାସନର ବାରଣ ସତ୍ତ୍ୱେ ତାରାତାରିଣୀ ପୀଠରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପୀଠ ପରିସରରେ ୩ ASPଙ୍କ ନେତୃତ୍ୱରେ ୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି ।
Share