https://khabar.odishatv.in/breaking-news/%e0%ac%ad%e0%ad%81%e0%ac%ac%e0%ac%a8%e0%ad%87%e0%ac%b6%e0%ad%8d%e0%ad%b1%e0%ac%b0-%e0%ac%b8%e0%ac%a4%e0%ad%8d%e0%ad%9f%e0%ac%a8%e0%ac%97%e0%ac%b0-%e0%ac%a4%e0%ad%8b%e0%ac%b7%e0%ac%be%e0%ac%b3%e0%ac%bf/167490/
ଭୁବନେଶ୍ୱର ସତ୍ୟନଗର ତୋଷାଳି ଭବନ ସାମ୍ନା ଓମ୍‌ଫେଡ୍‌ ଷ୍ଟଲକୁ ଯାଇଥିବା ସମସ୍ତଙ୍କୁ ୧୦୪ କଲ୍‌ କରିବା ସହିତ କ୍ୱାରେଣ୍ଟାଇନରେ ଯିବାକୁ ନିର୍ଦ୍ଦେଶ, କରୋନା ପଜିଟିଭ ଚିହ୍ନଟ ଜଣେ ବ୍ୟକ୍ତି ଉକ୍ତ ଷ୍ଟଲକୁ ନିୟମିତ ଯାଉଥିଲେ