https://khabar.odishatv.in/breaking-news/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f%e0%ac%b0%e0%ad%87-%e0%ad%a8%e0%ad%aa-%e0%ac%98%e0%ac%a3%e0%ad%8d%e0%ac%9f%e0%ac%be%e0%ac%b0%e0%ad%87-%e0%ac%86%e0%ac%89-%e0%ad%ac%e0%ad%ab-%e0%ac%95/252316/
ରାଜ୍ୟରେ ୨୪ ଘଣ୍ଟାରେ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ । ୬୫ ମଧ୍ୟରୁ କ୍ୱାରେଣ୍ଟିନରୁ ୩୭, ଲୋକାଲ କଣ୍ଟାକ୍ଟ କେସ୍- ୨୮ । ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୩୮ ହଜାର ୩୨୩କୁ ବୃଦ୍ଧି । ଆକ୍ଟିଭ- ୬୨୨, ସୁସ୍ଥ ହେଲେଣି ୩ ଲକ୍ଷ ୩୫ ହଜାର ୭୩୦ ଆକ୍ରାନ୍ତ ।