https://khabar.odishatv.in/breaking-news/%e0%ac%b8%e0%ad%8d%e0%ad%b1%e0%ac%be%e0%ac%a7%e0%ad%80%e0%ac%a8%e0%ac%a4%e0%ac%be-%e0%ac%a6%e0%ac%bf%e0%ac%ac%e0%ac%b8-%e0%ac%93-%e0%ac%a8%e0%ad%82%e0%ac%86%e0%ac%81%e0%ac%96%e0%ac%be%e0%ac%87/203353/
ସ୍ୱାଧୀନତା ଦିବସ ଓ ନୂଆଁଖାଇ ଦିନ ସମ୍ବଲପୁରରେ ହେବନି ଶଟ୍‌ଡାଉନ, ଉଭୟ ପର୍ବ ପାଇଁ ୩ ଦିନ ଶଟ୍‌ଡାଉନ କଟକଣା ରହିବନି; ସ୍ୱାଧୀନତା ଦିବସ ଶନିବାର ପଡ଼ୁଥିବା ବି ହେବନି ଶଟ୍‌ଡାଉନ, ନୂଆଁଖାଇ ପାଇଁ ୨୨ ଓ ୨୩ରେ ମଧ୍ୟ ହେବନି ଶଟ୍‌ଡାଉନ