https://odishareporter.in/breaking/bbsr-488-265429
କେରଳରେ ବନ୍ୟା ପ୍ରଭାବିତ ଓଡ଼ିଆଙ୍କ ପାଇଁ କେରଳର ଅତିରିକ୍ତ ଶାସନ ସଚିବ ତଥା ରିଲିଫ୍ କମିଶନରଙ୍କୁ ଚିଠି ଲେଖିଲେ ଓଡ଼ିଶା ସରକାର: ବନ୍ୟା ପ୍ରଭାବିତ ଓଡ଼ିଆ ଲୋକଙ୍କୁ ସହାୟତା ଦେବାକୁ ଚିଠିରେ ଅନୁରୋଧ