https://odishareporter.in/breaking/patnagarh-4-265533
ବଲାଙ୍ଗିର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ସମ୍ପର୍କିତ ନିର୍ମାଣାଧୀନ ଫିଲ୍ମକୁ ବିରୋଧ, ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କଲେ ବିସ୍ଫୋରଣରେ ମୃତ ସୌମ୍ୟ ଶେଖରଙ୍କ ବାପା ରବୀନ୍ଦ୍ର