https://odishareporter.in/brief-news/ctc-26-91818
କଟକ: ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଶିଳ୍ପ ମହାସଂଘ ଦେଇଥିବା ପ୍ରତିଶ୍ରୁତି ରଖୁନାହିଁ, ଆଜି ଜଗତପୁର ଶିଳ୍ପାଞ୍ଚଳ ପରିଦର୍ଶନରେ ଯିବେ କଟକ ଜିଲ୍ଲାପାଳ