Channel name was changed to «News Odia Updates ସମ୍ବାଦ ଓଡିଆ ଅପଡେଟ୍ସ»
18/04/2022] ରାଜ୍ୟରେବଢ଼ିଲାବସ୍_ଭଡ଼ା
ସାଧରଣ ବସ ଭଡ଼ା କିମି ପିଛା ୨ ପଇସା ବଢି ୯୨ ପଇସା ହେଲା
ଏକ୍ସପ୍ରେସ ବସ ଭଡ଼ା କିମି ପିଛା ୨ ପଇସା ବଢ଼ି ୯୬ ପଇସା, ଡିଲକ୍ସ ବସ ଭଡ଼ା କିମି ପିଛା ୪ ପଇସା ବଢ଼ି ୧.୩୫ ଟଙ୍କା, ଏସି ଡିଲକ୍ସ ବସ୍ ଭଡ଼ା କିମି ପିଛା ୪ ପଇସା ବଢି ୧.୬୩ ଟଙ୍କା ହେଲା
ସୁପର ପ୍ରିମିୟମ୍ ବସ ଭଡ଼ା ୬ ପଇସା ବଢି 2.୫୩ ଟଙ୍କା ହେଲା