Odisha Job News Channel
24.5K subscribers
1.89K photos
3 videos
166 files
3.49K links
Odishapost news is a purely odia channel.
It's include with JOB VACANCIES AND NEWS.
JAY JAGANNATH

Get Odisha Free Job Alert Notification Please Visit our website- https://odishagovjob.com/

Please Subscribe
Download Telegram
କାହା ଉପରେ ଅତ୍ୟଧିକ ଭରଷା କରିବା ମୂର୍ଖାମି,କାରଣ ଅନ୍ଧାରରେ ନିଜ ଛାଇ ବି ସାଥୀରେ ରହେନାହିଁ । ଯଦି ସ୍ୱପ୍ନ ପୁରା ହେଉ ନାହିଁ ତେବେ ରାସ୍ତା ବଦଳାନ୍ତୁ, ସିଦ୍ଧାନ୍ତ ନୁହେଁ । କାରଣ ଗଛ ସର୍ବଦା ପତ୍ର ବଦଳେଇ ଥାଏ ମୂଳ ନୁହେଁ... 🙏ଜୟ ଜଗନ୍ନାଥ🙏
❤23👏3
କାହାକୁ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଓ ସମ୍ମାନ ଦେବାର ଅଛି ଯଦି ବଞ୍ଚି ଥିବା ଅବସ୍ଥା ରେ ଦେବା ଉଚିତ୍ । କାରଣ ଶବ ଉଠିବା ବେଳେ ତ ଘୃଣା କରୁଥିବା ଲୋକଟି ମଧ୍ୟ କାନ୍ଦି ପକାଏ....🙏ଜୟ ଜଗନ୍ନାଥ🙏
👍6🙏6❤4👏1
ଲାଇକ୍ ଆଉ କମେଣ୍ଟର ଭିଡ଼ ଭିତରେ,
ନିଜକୁ କେବେ ହଜାଇ ଦିଅନାହିଁ,
ତୁମ ହସ ତୁମର ସବୁଠୁ ବଡ଼ ସମ୍ପତ୍ତି,
ତାକୁ କେବେ କମ୍ କରାଅ ନାହିଁ... 🙏ଜୟ ଜଗନ୍ନାଥ 🙏
❤6👍3👏1
Advertisement_&_Application_Form_for_Boys'_Hostel_OAV_Pasna_Jamda.pdf
1.5 MB
Advertisement_&_Application_Form_for_Boys'_Hostel_OAV_Pasna_Jamda.pdf
କାହା ଆଗରେ ଭଲ ହେବା ଦରକାର ନାହିଁ । ଯିଏ ଯେଉଁ ଭାଷାରେ ବୁଝିବ ତାକୁ ସେଇ ଭାଷାରେ ବୁଝେଇବା ଦରକାର। ମହାଭାରତ ଆଉ ରାମାୟଣ ଏହାର ନିଶ୍ଚିତ ରୂପରେ ଏକ ଉଦାହରଣ... 🙏ଜୟ ଜଗନ୍ନାଥ 🙏
❤6👍3👏2
ଏମିତି କିଛି କଥା କାହାକୁ ଦିଅ ନାହିଁ, ଯେଉଁଟା ତୁମେ ରଖିପାରିବ ନାହିଁ, କାହିଁକି ନା ତୁମର ଥଟ୍ଟା ମଜା ଆଉ କାହା ପାଇଁ ମହଙ୍ଗା ପଡ଼ିପାରେ... 🙏ଜୟ ଜଗନ୍ନାଥ🙏
👏7
ଇଛା ଥାଉ ଥାଉ ପ୍ରାଣ ଚାଲି ଗଲେ ତାହାକୁ ମୃତ୍ୟ କୁହାଯାଏ...କିନ୍ତୁ ପ୍ରାଣ ଥାଉ ଥାଉ ଇଛା ଚାଲିଗଲେ ତାହାକୁ ମୁକ୍ତି କୁହାଯାଏ... 🙏ଜୟ ଜଗନ୍ନାଥ🙏
❤10👏2
ନିଜର ଭୁଲ୍ ମାନିଯିବା ଆଉ ଅନ୍ୟର ଦୋଷ ଛାଡିବାରେ କେବେ ଡେରି କରିବ ନାହିଁ କାହିଁକି ନା ସମୟ ଯେତେ ଲମ୍ବା ହେବ ସେଥିରୁ ମୁକୁଳିବା ସେତିକି କଷ୍ଟ ହୋଇଯାଇଥାଏ... 🙏ଜୟ ଜଗନ୍ନାଥ🙏
🙏5👏3
ଅନେକ ପରିସ୍ଥିତିରେ ହାରିବା ପରେ ହିଁ ସଫଳତାର ସନ୍ଧାନ ମିଳିଥାଏ ।ଏଣୁ ହାରି ଗଲେ ନିରାଶ ନ ହୋଇ ମନୋବଳ ଦୃଢ ରଖି କାମ କରିବା ଉଚିତ୍... 🙏ଜୟ ଜଗନ୍ନାଥ 🙏
❤11👏3