ଆସିଲା Postal Bank ନିଯୁକ୍ତି
✔️12th / Any Graduate
✔️300+ ଚାକିରୀ ଖାଲି ରହୁଛି
Apply Link + full Details :- https://bit.ly/3IgAXYC

❤5
କିଛି ଲୋକଙ୍କୁ ଲାଗେ ସମୟଟା ତାଙ୍କ ହାତ ମୁଠାରେ କିନ୍ତୁ ସେ ଭୁଲି ଯାଆନ୍ତି ସମୟ କେବେ କାହାକୁ ଅପେକ୍ଷା କରେ ନାହିଁ... 🙏ଜୟ ଜଗନ୍ନାଥ🙏
🙏8👏3❤2
କେବେ ଧନ ସମ୍ପତ୍ତି ଆଉ ଚେହେରାକୁ ନେଇ ଗର୍ବ କରନ୍ତୁ ନାହିଁ, ମଣିଷ ନୁହେଁ ସମୟ ବଳବାନ ଅଟେ। ଭଲ ସମୟ ଚାଲିଗଲେ ମଣିଷର ସବୁକିଛି ଚାଲିଯାଏ... 🙏ଜୟ ଜଗନ୍ନାଥ🙏
🙏6❤4👏2
ଧନ, ଯୌବନ ଓ ଜୀବନ କେବେ ମଧ୍ୟ ସ୍ଥାୟୀ ହୋଇ ରହେ ନାହିଁ, ତଥାପି ଧନ ଥିଲେ ଲୋକ ଗର୍ବି, ଯୌବନ ଥିଲେ ସ୍ଵାର୍ଥପର ଓ ଜୀବନ ଥିବା ଯାଏଁ ଗର୍ବ କରିଥାଏ... 🙏ଜୟ ଜଗନ୍ନାଥ 🙏
❤7👏4
ବୟସ ବଢୁଛି ନାଟକ ସରୁଛି
ଶେଷ ଦୃଶ୍ୟ ଅଛି ବାକି,
ପାପ କରିଛି କି ପୁଣ୍ୟ ମୁଁ କରିଛି ସାଖି ଏକା ଚକାଆଖି...🙏ଜୟ ଜଗନ୍ନାଥ 🙏

👏7❤2🙏1
President Murmu Attends Ol Chiki Centenary Celebrations
🔹Event & Location:
President Murmu graced the 100th anniversary of the Ol Chiki script, the writing system for the Santhali language, at Dishom Jaherthan in Karandih, Jamshedpur, Jharkhand
🔹Ol Chiki Script:
The script was created in 1925 by Pandit Raghunath Murmu to provide a writing system for the Santhali language, featuring 30 letters written in left to right
🔹Language Promotion:
The President spoke in Santali at the 22nd Parsi Maha Santhali Sammelan and praised efforts to translate the Constitution and digital tools into the Ol Chiki script.
🔹Santhali language: It was added to the 8th Schedule of the Constitution in 2003 through the 92nd Constitutional Amendment Act.

❤2
ଦୁନିଆରେ ଏମିତି ମଣିଷ ଅଛନ୍ତି ଅନ୍ୟକୁ ଏତେ ମିଠା ମିଠା କଥା କହି ବୁଝେଇ ଦିଅନ୍ତି, କିନ୍ତୁ ଯେଉଁଠି ନିଜେ ବୁଝିବାର ପାଳି ଆସେ ସେଇଠି ଏମିତି ଅବୁଝା ହୁଅନ୍ତି ଯେମିତି ସେ ଏକା ଦୁନିଆରେ ଜ୍ଞାନୀ ମଣିଷ ଟିଏ... 🙏ଜୟ ଜଗନ୍ନାଥ🙏
❤6🙏4