Odisha Job News Channel
24.5K subscribers
1.89K photos
3 videos
166 files
3.49K links
Odishapost news is a purely odia channel.
It's include with JOB VACANCIES AND NEWS.
JAY JAGANNATH

Get Odisha Free Job Alert Notification Please Visit our website- https://odishagovjob.com/

Please Subscribe
Download Telegram
ଗରିବ ହେଲେ ଲୋକେ ଅଣଦେଖା କରିବେ, ପରିଶ୍ରମ କଲେ ଲୋକେ ହସିବେ, ଆଉ ସଫଳତା ପାଇଲେ ଲୋକେ ଜଳିବେ... 🙏ଜୟ ଜଗନ୍ନାଥ🙏
❤11🙏6👏1
India Postal Bank ତରଫରୁ ନିଯୁକ୍ତି

✔️10th Passed

✔️ସବୁ ଜିଲ୍ଲାରୁ Apply କରିପାରିବେ

✔️ନିଜ ନିଜ ପଞ୍ଜାୟତ ଚାକିରୀ

Apply Link :- https://bit.ly/3IgAXYC
❤4
ଧର୍ମ ତାକୁ କୁହାଯାଏ ଯେଉ ଥିରେ ଅନ୍ୟ ର ମଙ୍ଗଳ ହୁଏ ,ଅନ୍ୟ ର ଅମଙ୍ଗଳ କରି ଯେତେ ପୂଜା ପାଠ କଲେ ମଧ୍ୟ ତାହା ପାପ ହିଁ ହୋଇଥାଏ... 🙏ଜୟ ଜଗନ୍ନାଥ 🙏
👏6❤1
OSSSC RI, ICDS, VAW, JA, ARI, AMIN, SFS Recruitment 2025

New Vacancies

Apply Start- 29-Dec-2025
❤1
OSSSC FRESTER, FOREST GUARD , EXCISE CONSTABLE Recruitment 2025

New Vacancies

Apply Start- 30-Dec-2025
❤1👍1
RI, AMIN,ARI SFS APPLY 2025 ତରଫରୁ ନିଯୁକ୍ତି

✔️10th,+2,+3 Passed

✔️ସବୁ ଜିଲ୍ଲାରୁ Apply କରିପାରିବେ

✔️ନିଜ ନିଜ ପଞ୍ଜାୟତ ଚାକିରୀ

Apply Link :- https://bit.ly/3IgAXYC
❤4👍1
ତୁଳସୀ ପୂଜାର ହାର୍ଦ୍ଦିକ ଶୁଭେଚ୍ଛା 🙏
ହିନ୍ଦୁ ଧର୍ମରେ ମାତା ତୁଳସୀ ପବିତ୍ରତା, ଭକ୍ତି ଓ ସୁସ୍ଥ ଜୀବନର ପ୍ରତୀକ...ପ୍ରତି ଘରେ ତୁଳସୀ ରହିଲେ ସକାରାତ୍ମକ ଶକ୍ତି ବୃଦ୍ଧି ପାଏ ବୋଲି ଶାସ୍ତ୍ର କହେ।
ଆଜିର ଏହି ପବିତ୍ର ଦିନରେ ମାତା ତୁଳସୀ ସମସ୍ତଙ୍କ ଜୀବନରେ ଶାନ୍ତି, ସ୍ୱାସ୍ଥ୍ୟ, ସୁଖ ଓ ସମୃଦ୍ଧି ଆଣୁନ୍ତୁ... 🙏ଜୟ ଜଗନ୍ନାଥ 🙏
❤7🙏2👏1
କ୍ଷୀର,ଦହି,ଛେନା,ଲହୁଣି ଓ ଘିଅ ଏ ସମସ୍ତେ ଗୋଟିଏ କୁଳରୁ ଜାତ ହୋଇ ମଧ୍ୟ ସମସ୍ତଙ୍କର ସ୍ଵାଦ ଅଲଗା,କାର୍ଯ୍ୟ ଅଲଗା ଓ ମୂଲ୍ୟ ବି ଅଲଗା.. ଶ୍ରେଷ୍ଠତା ଜନ୍ମ ଯୋଗୁଁ ନୁହେଁ,ନିଜ କର୍ମ,ନିଜ କଳା ଓ ଅନ୍ତର୍ନିହିତ ଶକ୍ତିର ସଦୁପଯୋଗ ଦ୍ଵାରା ହୋଇଥାଏ... 🙏ଜୟ ଜଗନ୍ନାଥ🙏
👏6🔥2
କେଉଁ ଜିଲ୍ଲା ରେ କେତେ ପଦବୀ ଦେଖନ୍ତୁ
ରାଉଲକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରୀ

✔️ଦରମା :- 17000/-

✔️ସବୁ ଜିଲ୍ଲାରୁ ଆବେଦନ କରିପାରିବେ

Apply Link - https://bit.ly/3IgAXYC
❤2🥰1
କିଛି ଲୋକଙ୍କ ମୁହଁରୁ କ୍ଷମା କରିବେ ଶବ୍ଦଟା ଶୁଣି ବଡ ନାଟକୀୟ ମନେ ହୁଏ, କାରଣ ସେମାନେ କ୍ଷମା କରିବେ କହିବା ପରେ ବି ସେହି ଭୁଲ ବାରମ୍ବାର କରନ୍ତି... 🙏ଜୟ ଜଗନ୍ନାଥ🙏
❤4👏2