ମାଆ ଭଳି ଭଲ ପାଉଥିବା, ବୁଝି ପାରୁଥିବା ଆଉ ବୁଝାଇ ପାରୁଥିବା ସାଥି ଟିଏ ମିଳିବା ବହୁତ କଷ୍ଟ । ସେଥିପାଇଁ ତ କୁହାଯାଏ ଯେ,ମାଆ ଠାରୁ ବଡ ବନ୍ଧନ ଏବଂ ମାଆ ଠାରୁ ବଡ ବିକଳ୍ପ ଏ ସଂସାରେ ଆଉ କିଛି ନାହିଁ... 🙏ଜୟ ଜଗନ୍ନାଥ 🙏
❤13🙏8
ଶବ୍ଦ ମଧ୍ୟ୍ୟ ଏକ ପ୍ରକାର ଭୋଜନ,କେଉଁ ସମୟରେ କେଉଁ ଶବ୍ଦ ପରୋଶିବାକୁ ହୋଇଥାଏ ବୁଝିଗଲେ ଏହି ଦୁନିଆର ଶ୍ରେଷ୍ଠ ରୋଷେୟାରେ ପରିଗଣିତ ହେବ... 🙏ଜୟ ଜଗନ୍ନାଥ🙏
🙏7❤3👏1
ଭାରି କଷ୍ଟ ଲାଗେ ଯେତେବେଳେ ନିଜ ଲୋକ ବେଇମାନି କରନ୍ତି ଓ ନିଜ ଭୁଲ୍ ସ୍ବୀକାର କରିବା ବଦଳରେ ଓଲଟା ଦୋଷ ଦିଅନ୍ତି... 🙏ଜୟ ଜଗନ୍ନାଥ🙏
👍5👏4❤1🙏1
ଗୋରା ମାନେ ଯଦି ସୁନ୍ଦର ହୋଇଥାଆନ୍ତା ତା'ହେଲେ ସେଓ ଠୁ ମୂଳାର ଦାମ୍ ବେଶୀ ହୋଇଥାନ୍ତା, କଳା ମାନେ ଯଦି ଭଲ ହୋଇଥାଆନ୍ତା ତା'ହେଲେ ଆଲୋକଠୁ ଅନ୍ଧକାରର ଦାମ୍ ବେଶୀ ହୋଇଥାନ୍ତା... 🙏ଜୟ ଜଗନ୍ନାଥ🙏
❤17👏3
ଧନ ଓ ଧର୍ମ ମଣିଷକୁ ଉନ୍ନତି ମାର୍ଗରେ ନେଇଚାଲ ହେଲେ ଧନ ରହିଲେ ମଣିଷ ପଣିଆ ହଜିଯାଏ ଓ ଧର୍ମରେ ରହିଲେ ମଣିଷକୁ ଈଶ୍ୱର ସାନିଧ୍ୟ୍ୟ ମିଳିଥାଏ.... ଜୟ ଜଗନ୍ନାଥ 🙏
❤9👏1
ଅଜବ ଏ ଦୁନିଆଁ, ଲୋକେ ରାସ୍ତାରେ ଷଣ୍ଢକୁ ଖାଇବାକୁ ନ ଦେଇ ବାଡାନ୍ତି କିନ୍ତୁ ମନ୍ଦିରରେ ପଥରର ଷଣ୍ଢ ପାଖରେ ଭୋଗ ଲଗାନ୍ତି... 🙏ଜୟ ଜଗନ୍ନାଥ🙏
❤14👏2