Odisha Job News Channel
24.5K subscribers
1.89K photos
3 videos
166 files
3.49K links
Odishapost news is a purely odia channel.
It's include with JOB VACANCIES AND NEWS.
JAY JAGANNATH

Get Odisha Free Job Alert Notification Please Visit our website- https://odishagovjob.com/

Please Subscribe
Download Telegram
ଯଦି ତୁମେ ଠକିବ, ତେବେ ତୁମେ ଠକାଯିବ ଆଜି ନୁହେଁ ତ କାଲି । ଯଦି ତୁମେ ଭଲ ପଥରେ ଚାଲିବ, ତେବେ ତୁମେ ପ୍ରତି ମୁହୂର୍ତ୍ତରେ ଶାନ୍ତି ପାଇବ... 🙏ଜୟ ଜଗନ୍ନାଥ 🙏
👏7❤6
ଅନ୍ୟକୁ ସାହାଯ୍ୟ କଲାବେଳେ ମନରେ ଯେମିତି ଭାବନା ଆସୁଛି, ଯେ ମୁଁ ସାହାଯ୍ୟ କରିଛି ମୋତେ ବି କିଏ ଦିନେ ସାହାଯ୍ୟ କରିବ, ସେହିପରି ଅନ୍ୟର ମନ୍ଦ ଚିନ୍ତା କଲାବେଳେ ବି ଭାବନ୍ତୁ କି ମୁଁ କାହାର ମନ୍ଦ ଚିନ୍ତା କରିଛି ମାନେ ମୋ ପାଇଁ ବି କିଏ ସେହିପରି କରିବ... 🙏ଜୟ ଜଗନ୍ନାଥ🙏
❤7👏4
ଅଯଥା ବ୍ୟର୍ଥ ଚିନ୍ତା ଦ୍ୱାରା କିଛି ହେବାର ନାହିଁ । ଜୀବନରେ ସେଇଆ ଘଟିଥାଏ ଯାହା ପରମାତ୍ମାଙ୍କ ଇଚ୍ଛା ଥାଏ । ତେବେ ଖୁସିକୁ ସାଉଁଟି ନେଇ ଦୁଃଖକୁ ଭୁଲି ଆଗକୁ ବଢିବାର ଅଛି, ଏହାର ନାଁ ହିଁ ତ ଜୀବନ... 🙏ଜୟ ଜଗନ୍ନାଥ🙏
❤15👏2
ଦୁନିଆରେ ଏହା କହିବା ବନ୍ଦ କରନ୍ତୁ ଯେ, ମୁଁ ଏହା କରିବି, ମୁଁ ସେହା କରିପାରିବି। କାରଣକିଛି ଲୋକ ଚାହାନ୍ତିନି ଆପଣ ସଫଳ ହୁଅନ୍ତୁ ବୋଲି, ଆଉ ସବୁଠୁ ବଡ ଖରାପ ପ୍ରଭାବ ହେଉଛି ଲୋକଙ୍କ କଳା ନଜର..🙏ଜୟ ଜଗନ୍ନାଥ🙏
🙏9❤6🥰1👏1
ମନର ସବୁ ଇଛା ପୂରଣ କରିବା ଜରୁରୀ ନୁହେଁ, ଯାହା ଅତି ଆବଶ୍ୟକ ତାହା ପୂରଣ ହେଲେ ଯଥେଷ୍ଟ। ଇଛା ଓ ଆବଶ୍ୟକତା ଭିତରେ ଥିବା ପାର୍ଥକ୍ୟକୁ ଭଲ ଭାବରେ ବୁଝି ପାରିଲେ, ଜୀବନରେ ସମସ୍ୟା ଟିକେ ହାଲକା ହୋଇଯାଏ....
🙏ଜୟ ଜଗନ୍ନାଥ🙏
👏10❤2
ଦୁନିଆରେ ଏମିତି ମଣିଷ ଅଛନ୍ତି ଅନ୍ୟକୁ ଏତେ ମିଠାମିଠା କଥା କହି ବୁଝେଇ ଦିଅନ୍ତି, କିନ୍ତୁ ଯେଉଁଠି ନିଜେ ବୁଝିବାର ପାଳି ଆସେ ସେଇଠି ଏମିତି ଅବୁଝା ହୁଅନ୍ତି ଯେମିତି ସେ ଏକା ଦୁନିଆରେ ଜ୍ଞାନୀ ମଣିଷ ଟିଏ... 🙏ଜୟ ଜଗନ୍ନାଥ🙏
❤9👏2
ମଣିଷ ସବୁବେଳେ ଅନ୍ୟଠାରୁ ଗୁରୁତ୍ୱ ପାଇବାକୁ ଆଶା ରଖେ, କିନ୍ତୁ ସେ କେବେ ନିଜକୁ ପଚାରେ ନାହିଁ ଯେ— ସେ ଅନ୍ୟମାନଙ୍କୁ କେତେ ଗୁରୁତ୍ୱ ଦେଉଛି? ମନେରଖନ୍ତୁ, ସମ୍ମାନ ଦେଲେ ହିଁ ସମ୍ମାନ ମିଳେ... 🙏ଜୟ ଜଗନ୍ନାଥ 🙏
👏12❤8
ତୋ ପାଖରେ ମୋ ଭଳି କେତେ ଅଧମ ଅଛନ୍ତି,
କିନ୍ତୁ ମୋ ପାଖରେ ତୋ ପରି କେହି ନାହଁନ୍ତି...ହେ_ନାଥ...🙏ଜୟ ଜଗନ୍ନାଥ 🙏
👏11❤1
ଅନେକ ପରିସ୍ଥିତିରେ ହାରିବା ପରେ ହିଁ ସଫଳତାର ସନ୍ଧାନ ମିଳିଥାଏ ।ଏଣୁ ହାରି ଗଲେ ନିରାଶ ନ ହୋଇ ମନୋବଳ ଦୃଢ ରଖି କାମ କରିବା ଉଚିତ୍... 🙏ଜୟ ଜଗନ୍ନାଥ🙏
❤11