ଭଗବାନ କେବଳ ସେଇଠି ନାହାନ୍ତି ଯେଉଁଠି ଆମେ ପ୍ରାର୍ଥନା କରୁଛେ, ଭଗବାନ ସେଇଠି ମଧ୍ୟ ଅଛନ୍ତି ଯେଉଁଠି ଆମେ ପାପ କରୁଛେ... 🙏ଜୟ ଜଗନ୍ନାଥ🙏
❤9👏2
ଆଗରୁ ଲୋକେ ମିଛ କହିବାକୁ ଡରୁଥିଲେ କାରଣ, କାଳେ ପାପ ହେବ। ଏବେ କିନ୍ତୁ ଲୋକେ ସତ କହିବାକୁ ଡରୁଛନ୍ତି କାରଣ, କାଳେ କ୍ଷତି ହେବ... 🙏ଜୟ ଜଗନ୍ନାଥ🙏
👏9❤1😁1
ଯେଉଁମାନଙ୍କୁ ଖୁସି କରିବା ପାଇଁ ଆପଣ ନିଜର ସମୟ ଓ ଶକ୍ତି ଖର୍ଚ୍ଚ କରୁଛନ୍ତି, ସେମାନେ ଆପଣଙ୍କ ପାଇଁ କିଛି କରୁଛନ୍ତି ନା ନାହିଁ ସେ କଥା ଉପରେ ବି ଧ୍ୟାନ ଦିଅନ୍ତୁ...🙏ଜୟ ଜଗନ୍ନାଥ🙏
❤8👏2
ଏକତରଫା ତ୍ୟାଗ କରି ଦୁଃଖକଷ୍ଟ ସହି ମହାନ୍ ହେବା ଅପେକ୍ଷା, ନିଜ ଖୁସି ପାଇଁ କିଛି କରନ୍ତୁ, ଭଲ ଲାଗୁଥିବା ଭଲ ମଣିଷ ହଜାରେ ମିଳିବେ ।ଭଲପାଉଥିବା ଗୋଟେ ମଣିଷ ଭାଗ୍ୟରେ ଥିଲେ ମିଳିବେ... 🙏ଜୟ ଜଗନ୍ନାଥ🙏
👍8❤7👏3
ସବୁବେଳେ ନିଜର ଭୁଲ୍ କୁ ସ୍ବୀକାର କରନ୍ତୁ, କାହିଁକିନା ଭୁଲ୍ ସ୍ବୀକାର କରିଲେ ମଣିଷ ଅନ୍ୟମାନଙ୍କ ଠାରୁ ସମ୍ମାନ ପାଇଥାଏ ଆଉ ନିଜକୁ ସୁଧାରିନେବାର ବାଟ ମଧ୍ଯ ପାଇଯାଏ... 🙏ଜୟ ଜଗନ୍ନାଥ🙏
❤13
ପାଦରେ ଆଘାତ ଲାଗିଲେ ମଣିଷ ସଠିକ୍ ଭାବରେ ଚାଲିବା ଶିଖି ଥାଏ,କିନ୍ତୁ କେବେ ହୃଦୟରେ ଆଘାତ ଲାଗିଲେ ଦୁନିଆଁରେ ମଣିଷ ଚିହ୍ନିବା ସହ ବଞ୍ଚିବା ବି ଶିଖି ଯାଏ... 🙏ଜୟ ଜଗନ୍ନାଥ🙏
👏8❤3
ଆଜିର ମଣିଷ କେତେଦିନ ତୁମକୁ ଭଲ କହୁଥିବ ଜାଣିଛ?ଯେତେଦିନ ପର୍ଯ୍ୟନ୍ତ ତୁମେ ତାର ଅନ୍ୟାୟକୁ ଆଖିବୁଜି ସହୁଥିବ... 🙏ଜୟ ଜଗନ୍ନାଥ🙏
❤10