Odisha Job News Channel
24.5K subscribers
1.89K photos
3 videos
166 files
3.49K links
Odishapost news is a purely odia channel.
It's include with JOB VACANCIES AND NEWS.
JAY JAGANNATH

Get Odisha Free Job Alert Notification Please Visit our website- https://odishagovjob.com/

Please Subscribe
Download Telegram
କେତେବେଳେ ମଧ୍ୟ ଗର୍ବ କରନ୍ତୁ ନାହିଁ, ସମୟ ବଡ଼ ବଳବାନ..ଯେମିତି ଯେଉଁ ଖବର କାଗଜ ସକାଳେ କିଣିଲେ ଅଧିକ ମୂଲ୍ୟ ଦେବାକୁ ପଡିଥାଏ, ସଂନ୍ଧ୍ଯାରେ କେଜି ଦରରେ ବିକିବାକୁ ପଡିଥାଏ... 🙏ଜୟ ଜଗନ୍ନାଥ🙏
❤9👏3
ତୁମେ ତ ତୁମ ସ୍ୱାର୍ଥର ଦୁନିଆରେ ଖୁସିରେ ରହିଗଲ,
ହେଲେ ମୋ ନିଷ୍କପଟ ଭଲପାଇବାକୁ ବୁଝିବାକୁ ଭୁଲିଗଲ...🙏ଜୟ ଜଗନ୍ନାଥ 🙏
❤3👏3
ଏ ପ୍ରଣୟ ସୁଖ ଥରେ ଯେ ପାଇଛି
ଦୁନିଆ ଲାଗଇ ମିଛ,
ମିଛ ଦୁନିଆ ରେ ମିଛ ସ୍ବାମୀ ସବୁ
ସତ ସ୍ବାମୀ ଜଗନ୍ନାଥ....
🙏ଜୟ ଜଗନ୍ନାଥ 🙏
👏7
Happy Republic Day, Dear Aspirants!
❤4👍3
ନିଜର ଭୁଲ୍ ମାନିଯିବା ଆଉ ଅନ୍ୟର ଦୋଷ ଛାଡିବାରେ କେବେ ଡେରି କରିବ ନାହିଁ କାହିଁକି ନା ସମୟ ଯେତେ ଲମ୍ବା ହେବ ସେଥିରୁ ମୁକୁଳିବା ସେତିକି କଷ୍ଟ ହୋଇଯାଇଥାଏ... 🙏ଜୟ ଜଗନ୍ନାଥ🙏
❤8👏5
ଯେଉଁ ବ୍ୟକ୍ତି ବିଫଳ ହେବାକୁ ଡରୁଥାଏ , ସେହି ମୁହୂର୍ତ୍ତରେ ସେଇ ବ୍ୟକ୍ତି ସଫଳ ହେବାର ଯୋଗ୍ୟତାକୁ ବି ହରାଇ ବସିଥାଏ... 🙏ଜୟ ଜଗନ୍ନାଥ🙏
❤11👏1
ଏହା ନିରାଟ ସତ୍ୟ ଯେ ମିଛ ଲୋକ ମାନେ ମିଛ ସମ୍ପର୍କକୁ ହିଁ ପସନ୍ଦ କରିଥାନ୍ତି, କାହିଁକିନା ସେମାନେ ଜାଣନ୍ତି ଯେ ସେମାନେ ନିଜେ ହିଁ ଅସ୍ଥାୟୀ... 🙏ଜୟ ଜଗନ୍ନାଥ🙏
❤4👏2🙏2